ଖଇରା
ଦେଖଣା
ଖଇରା —
ଉଚ୍ଚାରଣ: Khairā
খয়রা
खौरा
ଦେ. ବିଣ. (ସଂ. ଖଦିର) —
୧: ଖଦିର ବା ଖଇରରଙ୍ଗବିଶିଷ୍ଟ — ୧. Sepia coloured.
୨: ଧଳା ଓ କଳାମିଶା ପାଣ୍ଡୂର —୨. Gray.
ପ୍ରାଦେ. (ସମ୍ବଲପୁର)—ବି. —
ଖଦିର ପ୍ରସ୍ତୁତ କରିବା ନୀଚଜାତିବିଶେଷ — A caste manufaturing Catechu.
ପ୍ରାଦେ. (ବାଲେଶ୍ବର) ବି. (ତୁ. ବଂ. ଖୟରା) —
ଏକପ୍ରକାର ମଧୁରମାଛ; ମାକେନ୍ଦିମାଛ — A species of fresh water-fish.