ଖଇରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଇରା
ଉଚ୍ଚାରଣ: Khairā
খয়রা खौरा

ଦେ. ବିଣ. (ସଂ. ଖଦିର) —

୧: ଖଦିର ବା ଖଇରରଙ୍ଗବିଶିଷ୍ଟ — ୧. Sepia coloured.

୨: ଧଳା ଓ କଳାମିଶା ପାଣ୍ଡୂର —୨. Gray.

ପ୍ରାଦେ. (ସମ୍ବଲପୁର)—ବି. —

ଖଦିର ପ୍ରସ୍ତୁତ କରିବା ନୀଚଜାତିବିଶେଷ — A caste manufaturing Catechu.

ପ୍ରାଦେ. (ବାଲେଶ୍ବର) ବି. (ତୁ. ବଂ. ଖୟରା) —

ଏକପ୍ରକାର ମଧୁରମାଛ; ମାକେନ୍ଦିମାଛ — A species of fresh water-fish.