ଖଇରାତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଇରାତ
ଉଚ୍ଚାରଣ: Khairāta
খয়রাত खौरात

ବୈଦେ. ବି. (ଆ. ଖୈରାତ) —

୧: ଦାନ — ୧. Charity; gift.

୨: ଏକକାଳୀନ ଏବଂ ଚରସ୍ଥାୟୀ ଦାନ — ୨. Temporary and permanent gifts.

୩: ପୁଣ୍ୟକର୍ମ —୩. Pious act.