ଖଇରାତିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଇରାତିଆ
ଉଚ୍ଚାରଣ: Khairātiā

ଦେ. ବିଣ. (ଆ. ଖଇରାତୀ) —

୧: ଦତ୍ତ ହୋଇଥିବା; ଦାନ ସକାଶେ ଖଞ୍ଜା ହୋଇ ଥିବା —Assigned for the purposes of charity.

୨: ଯେ ଖଇରାତ ଉପରେ ନିର୍ଭର କରେ — ୨. Depending on charity.

୩: ମାଗଣା ମିଳିବା — ୩. Received without payment (i.e. as a gift.)