ଖଇରି
ଦେଖଣା
ଖଇରି —
ଉଚ୍ଚାରଣ: Khairi
ଦେ. ବି —
ଗଡ଼ଜାତୀୟ ବର୍ଷାଯୁଃ ଶାକବିଶେଷ — A kind of kitchen herb; Papulia Stropurpurea.
[ଦ୍ର—ଏହାର ପତ୍ର ଅଭିମୁଖୀ, ସବୃନ୍ତ ଓ ଆଣ୍ଡାକାର; ଶାଖା ତ୍ରିଧା ବିଭକ୍ତ—ଯୋଗେଶଚନ୍ଦ୍ର]