ଖଗ ପିଟିବା
ଦେଖଣା
ଖଗ ପିଟିବା —
ଉଚ୍ଚାରଣ: Khaga piṭibā
ଦେ. କ୍ରି. —
(କୁମ୍ଭୀର) ତା ଲାଞ୍ଜକୁ ପିଟି ଦେବା — (of a crocodile) To strike (an animal on the bank) with its tail.
[ଦ୍ର—ପାଣିକୂଳରୁ ଅଳ୍ପ ଦୂରରେ ମନୁଷ୍ୟ ବା ଅନ୍ୟ କୌଣସି ଜନ୍ତୁ ଥିଲେ କୁମ୍ଭୀର ତା ଖଗକୁ ସେ ଜନ୍ତୁ ଉପରେ ଏପରି ଯୋରରେ ପିଟି ଦିଏ ଯେ ସେ ଜୀବଟି ସେହି ଆଘାତରେ ପାଣିରେ ପଡ଼େ ଓ କୁମ୍ଭୀର ସେ ଜନ୍ତୁକୁ ଧରି ଖାଏ]