ଖଗବହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଗବହ
ଉଚ୍ଚାରଣ: Khagabaha

ଦେ. ବି. (ସଂ. ଖଗ+ବହ ଧାତୁ; ଖଗବାହନ) —

ନାରାୟଣ; ବିଷ୍ଣୁ —Bishṇu.

ବୋଲେ କେ ଖରବହ ପକ୍ଷୀ ଥିବ ନିଶେଷରେ ତେଜ ଚକ୍ର ସମ୍ଭବ ଭଞ୍ଜ. ବୈଦେହୀଶବିଳାସ