ଖଗୋଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଗୋଳ
ଉଚ୍ଚାରଣ: Khagoḻa

(ଭୂଗୋଳ—ବିପରୀତ)

ସଂ. ବି.—(ଖ=ଆକାଶ+ଗୋଳ=ମଣ୍ଡଳ) —

୧: ଆକାଶ— ମଣ୍ଡଳ —୧. The celestial sphere.

୨: ଆକାଳମଣ୍ଡଳରେ କଳ୍ପିତ ସୌରଜଗତ — ୨. The solar system.

୩: ଆକାଶରେ ପ୍ରତିରୂପକ କୃତ୍ରିମ ଗୋଳକ — ୩. The celestial globe.