ଖଙ୍କାରିବା
ଦେଖଣା
ଖଙ୍କାରିବା —
ଉଚ୍ଚାରଣ: Khaṅkāribā
খখারি দেওরা
खखारना
ଦେ. କ୍ରି —
୧: ଗଳଧ୍ଵନିପୂର୍ବକ କାଶି କରି ଗଳା ମଧ୍ୟସ୍ଥ ଖଙ୍କାରକୁ ପାଟିରୁ କାଢ଼ିବା —୧. To throw out spittle after coughing; to hawk.
୨: କାଶିବା ପରି ଗଳଧ୍ଵନି କରିବା — ୨. To clear the throat as by coughing.
୩: ଖଙ୍କା କରିବା (ଦେଖ) ୩. Khaṅkā karibā (See)