ଖଚଡ଼
ଦେଖଣା
ଖଚଡ଼ —
ଉଚ୍ଚାରଣ: Khachaṟḍ̠a
খচ্চর
खचर
ଦେ. ବି (ସଂ. ଖେସର=ଘୋଡ଼; ସଂ. ଅଶ୍ବଖରଜ= ଖଚର) —
ଘୋଡ଼ା ଓ ଗଧ ସଙ୍ଗମରେ ଉତ୍ପନ୍ନ ଜୀବ; ଅଶ୍ବତର — Mule.
[ ଦ୍ର—ଏମାନେ ସାଧାରଣତଃ ଭାରି କଷ୍ଟସହିଷ୍ଣୁ ଓ ଦୁଷ୍ଟ ହୁଅନ୍ତି]
ବୈଦେ. ବିଣ. (ଫା. ଖଚ୍ଚଡ଼; ତୁଳ.ସଂ. କଚ୍ଛୁର—ପରସ୍ତ୍ରୀଗାମୀ) —
୧: (ଗାଳିବିଶେଷ, ସଙ୍କର; ଦୋମିଶା; ଦୋନୋସଲା — ୧. A person of mixed descent; hybrid.
୨: ବଗୁଲିଆ; ଅତି ଦୁଷ୍ଟ — ୨. Very wicked; wanton; mean.
୩: ଅଶ୍ଳୀଳ; ଛୋକାରିଆ —୩. Indecent.
୪: ଦୁଷ୍ଟସ୍ବଭାବ; ନଷ୍ଟଚରିତ୍ର — ୪. Vicious; immoral.
୫: ଅନ୍ୟମନସ୍କ — ୫. Inattentive; of a roving mind.