ଖଜକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଜକ
ଉଚ୍ଚାରଣ: Khajaka

ସଂ. ବି (ଖଜ୍ ଧାତୁ+କର୍ତ୍ତୃ. ଅକ) —

ମନ୍ଥନଦଣ୍ଡ; ଦହିଖୁଆ — Churning stick; churner.