ଖଜାଖିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଜାଖିଆ
ଉଚ୍ଚାରଣ: Khajākhiā

ଦେ. ବି —

୧: ଖାଜା ବା ମିଠାଇ ଖାଇବା ନିମନ୍ତେ ଆପଣାର ବା ବନ୍ଧୁର ଚାକରଙ୍କୁ କିମ୍ବା ମୂଲିଆଙ୍କୁ ସେମାନଙ୍କ ପ୍ରାପ୍ୟ ଉପରେ ଅଧିକା ୟାହା ଧନ ଦିଆଯାଏ; ବକ୍ସିସ; ମିଠେଇଖିଆ — ୧. Bakhshish; tip given to sevants.

୨: ୟାତ୍ରା ଖରଚ — ୨. Tips given to servants on the occasion of festivals.