ଖଜାଚଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଜାଚଣା
ଉଚ୍ଚାରଣ: Khajāchaṇā

ଦେ. ବି (ଦ୍ବନ୍ଦ୍ବ; ସଂ. ଖର୍ଜୂରିକା+ଚଣକ) —

ଖଜା ଓ ଚଣା — Sugar plums and fried chickpea.

[ ଦ୍ର—ଦୋଳପୂର୍ଣ୍ଣିମା ସମୟରେ ଠାକୁରଙ୍କୁ ଖଜା ଓ ଚଣା ଭୋଗ ଦିଆଯାଏ]