ଖଜୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଜୁର
ଉଚ୍ଚାରଣ: Khajura
খেজুর खजूर

ଦେ. ବି. (ସଂ. ଖର୍ଜୁର) —

୧: କାବୁଲି ଖଜୁରି କୋଳି; ପିଣ୍ଡ— ଖର୍ଜୁର; ଆରବ ଓ ତୁରସ୍କ ଆଦି ସ୍ଥାନରୁ ଏ ଦେଶକୁ ଆନୀତ ଶୁଖିଲା ଖଜୁରି ଫଳ — ୧. Luscious Arabian date-fruit.

[ ଦ୍ର—ଭାରତରେ ଜନ୍ନିବା ଖଜୁରି ମାଂସଳ ନୁହେଁ ଏବଂ ସେଗୁଡ଼ିକର ମଞ୍ଜି ବଡ଼ ବଡ଼ ]

୨: ଖଜୁରି (ଦେଖ) ୨. Khajuri (See)

ବରଷାକାଳେ ବନଭୂଇଁ, ଖଜୁର ଜାମୁ ଯେ ପାଚଇ ଜଗନ୍ନାଥ. ଭାଗବତ