ଖଞ୍ଚଣାବାଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଞ୍ଚଣାବାଡ଼ି
ଉଚ୍ଚାରଣ: Khen̄chaṇābāṟḍ̠i

ଦେ. ବି —

ଖୋଜଣାକାଠି; ଗେଞ୍ଜଣାକାଠେ; ଯେଉଁ କାଠିରେ ଚୁଲିର ନିଆଁକୁ ଉଖୁରାଯାଏ — A poker.