ଖଞ୍ଜ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଞ୍ଜ କରିବା
ଉଚ୍ଚାରଣ: Khan̄ja karibā

ଦେ. କ୍ରି —

୧: କୌଶଳଦ୍ବାରା କୌଣସି କାର୍ଯ୍ୟ ସାଧନ କରିବା —୧. To bring about by contrivance a thing to happen.

୨: ସଜିଲ୍ କରିବା —୨. To be able to collect or gather or get.