ଖଞ୍ଜ ଚାଲିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଞ୍ଜ ଚାଲିବା
ଉଚ୍ଚାରଣ: Khan̄ja chālibā

ଦେ. ବି —

ଦୁଇ ଜଣଙ୍କ ମଧ୍ୟରେ ଗୋପନ ଉପାୟ ବା ପରାମର୍ଶ ଚଳୁଥିବା —A state of two persons carrying out some plans or conversation in secret.