ଖଞ୍ଜକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଞ୍ଜକ
ଉଚ୍ଚାରଣ: Khan̄jaka
(ଖଞ୍ଜିକା—ସ୍ତ୍ରୀ)

ସଂ. ବିଣ. ପୁଂ. (ଖଞ୍ଜ୍ ଧାତୁ+କର୍ତ୍ତୃ. ଅକ) —

୧: ଛୋଟେଇ ଛୋଟେଇଚାଲୁଥିବା —୧. Limping.

୨: ଛୋଟା —୨. Lame.