ଖଞ୍ଜନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଞ୍ଜନ
ଉଚ୍ଚାରଣ: Khan̄jana
গুয়াশালিক खँड़रीच

ସଂ. ବି. (ଖଞ୍ଜ ଧାତୁ=ଛୋଟାଇ ଚାଲିବା+କର୍ତ୍ତୃ. ଅନ) —

୧: ଗୁହୁକାଳିକା ଚଢ଼େଇ — ୧. Wagtail (a bird).

[ ଦ୍ର—ଏ ପକ୍ଷୀ ସବୁବେଳେ ପୁଚ୍ଛ ହଲାଉଥାଏ ଏହା ଦୁଇ ପ୍ରକାର (୧: ) ଭୂମି ଖଞ୍ଜନ, ଏହାର ଛାତି ଧଳା —Pied wagtail Montacilla Lugubris; Montacilla alba. ହଳଦିଆ ଖଞ୍ଜନ —Montacilla Melanope; Yellow wagtail— ଏହାର ବର୍ଣ୍ଣ କଳା ଓ ଛାତି ହଳଦିଆ ଖଞ୍ଜନ ସବୁ— ବେଳେ ଲାଙ୍ଗୁଡ଼ ହଲାଉ ଥିବାରୁ ସୁଲକ୍ଷଣା, ଚଞ୍ଚଳନୟନା ସ୍ତ୍ରୀଙ୍କୁ ଖଞ୍ଜନନୟନା, ୙ଞ୍ଜନାକ୍ଷୀ, ଖଞ୍ଜନତ୍ରୀ ବୋଲାଯାଏ ଏହାର ଚକ୍ଷୁ ଅତି ସୁନ୍ଦର ଗାଢ଼ କୃଷ୍ଣବର୍ଣ୍ଣ ଓ ଚଞ୍ଚଳ ]

୨: ହଳଦିଆ ଖଞ୍ଜନ —୨. Yellow wagtail.

୩: କଜଳପାତି (ଚଢ଼େଇ) (ଦେଖ) ୩. Kajaḻapāti (See)

୪: (+ଭାବ.ଅନ) ଛୋଟେଇ ଚାଲିବା — ୪. Walking lamely.

୫: ନୀଳକଣ୍ଠ ପକ୍ଷୀ; ଭଦଭଦଳିଆ —୫. The Blue jay.

ଦେ. ବି. —

ଅଳଙ୍କରଣ; ଖଞ୍ଜିବା — Setting; arraying; decoration.

ବିବିଧ କୁସୁମ ମାଳା ଖଞ୍ଜନ ଭଞ୍ଜ. ବୈଦେହୀଶବିଳାସ