ଖଞ୍ଜାଖଞ୍ଜି କରିବା
ଦେଖଣା
ଖଞ୍ଜାଖଞ୍ଜି କରିବା —
ଉଚ୍ଚାରଣ: Khan̄jākhan̄ji karibā
ଦେ. କ୍ରି —
୧: ସଜ୍ଜିତ କରିବା — ୧. To furnish or equip.
୨: ବନ୍ଦୋବସ୍ତ କରିବା — ୨. To arrange or settle.
୩: ଦୁଇ ଜଣଙ୍କୁ ବିବାହ ବନ୍ଧନୀରେ ବାନ୍ଧିବା — ୩. To cause two person to be united by marriage.