ଖଟାପାଳଙ୍ଗ
ଦେଖଣା
ଖଟାପାଳଙ୍ଗ —
ଉଚ୍ଚାରଣ: Khaṭāpāḻaṅga
ସଂ. ଅମ୍ଳବେତସ, ଶତବେଧୀ;
ବୀରାମ୍ଳ; ଗୁଳ୍ମକେତୁ;
ମାଂସଦ୍ରାବୀ; ଚକ୍ର
ঘেকড়; রাকা; চুকাপালম
आमलतास; चुका
ତେ. ଫୁଲ୍ଲାବାଚାଲି
ଦେ. ବି. —
ଏକ ପ୍ରକାର ଖଟା ଶାଗ — A kind of sorrel; (pot herb) with sour taste Rumex Vesicarius; Bladder dock (Haines).