ଖଟ୍କା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଟ୍କା
ଉଚ୍ଚାରଣ: Khaṭkā
খটকা खटका

ଦେ. ବି. (ହିନ୍ଦୀ ଖଟ୍କା, ଧ୍ଵନ୍ୟନୁକରଣ, ଖଟ୍ଖଟ୍ ଶବ୍ଦଜ) —

୧: କଳହ; ଦ୍ବନ୍ଦ୍ବ, ବିବାଦ — ୧. Dispute; quarrel.

୨: କଷ୍ଟ —୨. Difficulty.

୩: ସନ୍ଦେହ —୩. Doubt.

୪: ସମସ୍ୟା —୪. Problem.

ଆପଣାମାନଙ୍କ ମନରେ ଆଉ ଗୋଟାଏ ଖଟକା ଲାଗିପାରେ ଫକୀରମୋହନ, ଛମାଣଆଠଗୁଣ୍ଠ