Jump to content

ଗଜପିପ୍ପଳୀ

ଉଇକିଅଭିଧାନ‌ରୁ

ଗଜପିପ୍ପଳୀ

ଉଚ୍ଚାରଣ

[ସମ୍ପାଦନା]
  • ତେଲୁଗୁ - ଗଜପିପ୍ପଳୁ

ସଂସ୍କୃତ - ବିଶେଷ୍ୟ - (ଗଜ+ପିପ୍ପଳୀ)

[ସମ୍ପାଦନା]

ବଣପିପଳା —A creeper; Pothos or Scindapsus Officinalis.

[ ଦ୍ର—ଏହା ଆଳୁଲତା ପରି ଏକ— ପ୍ରକାର ଲତା ଏହାର ପ୍ରତ୍ୟେକ ଗଣ୍ଠିରେ ଚେର ବାହାରେ ଓ ଏହି ଚେରଦ୍ୱାରା ଏ ଲତା ଅନ୍ୟ ଗଛ ଉପରକୁ ମାଡେ ଏଥିର ଫଳ ପିପ୍ପଳୀ— ଆକୃତିବିଶିଷ୍ଟ ବଡ ବଡ ଏହା ଔଷଧରେ ଲାଗେ ଏଥିର ଫଳକୁ ସଂସ୍କୃତରେ 'ଚବିକା' କହନ୍ତି ]