Jump to content

ଘଡ଼ା

ଉଇକିଅଭିଧାନ‌ରୁ

ଘଡ଼ା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘଟ)

[ସମ୍ପାଦନା]
୧. କ୍ଷୁଦ୍ର ବା ବୃହତ୍ କଳସାକୃତି ମୃତ୍‌ପାତ୍ର —୧. Earthen pitcher (narrow-mounted and deep-bellied).

(ଯଥା— କାକର ଧରି ଘ଼ଡ଼ା ଭରତି କରିବା ନ୍ୟାୟ)

୨. ଗରା —୨. Brass water-pot (bottle-shaped).