ଚଇତନିଆଁ ଚିତା

ଉଇକିଅଭିଧାନ‌ରୁ

ଚଇତନିଆଁ ଚିତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୈତନ୍ୟ+ ଚିତ୍ରକ)[ସମ୍ପାଦନା]

ଚୈତନ୍ୟ— ପ୍ରବର୍ତ୍ତିତ ବୈଷ୍ଣବସମ୍ପ୍ରଦାୟ କପାଳରେ ଯେଉଁ ପ୍ରକାର ଚିତା ଘେନନ୍ତି —A mark of sandal paste drawn on the forehead by the followers of Chaitanya.