ଚଇତନିଆଁ ଚିତା
ଚୈତନ୍ୟ— ପ୍ରବର୍ତ୍ତିତ ବୈଷ୍ଣବସମ୍ପ୍ରଦାୟ କପାଳରେ ଯେଉଁ ପ୍ରକାର ଚିତା ଘେନନ୍ତି —A mark of sandal paste drawn on the forehead by the followers of Chaitanya.