ଚଉକା ଦେବା
ଚଉକା ଦେବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଚଉକା ଦେବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
ପାକ ପୂର୍ବରୁ ଚୁଲିର ଚାରିପାଖ ଗୋବରରେ ଲିପି ପରିଷ୍କାର ଓ ପରିଶୁଦ୍ଧ କରିବା — To marrk out and wash a space near the cooking oven with cowdung-water before cooking.
ପ୍ରାଦେଶିକ - (କଟକ)କ୍ରିୟାପଦ -[ସମ୍ପାଦନା]
ଦୈନିକ କାର୍ଯ୍ୟ ସ୍ୱରୂପ ବିଶେଷତଃ ପର୍ବପର୍ବାଣିରେ ଘରର ଦୁଆରମୁହଁ ପାଖ ଗୋବରମିଶା ପାଣିରେ ଲିପିବା —To smear the precincts of the door-step with cow-dung and water daily and specially on festive occasions.