ଚଉଠ
ଚଉଠ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଥ; ପ୍ରା. ଚଉଟ୍ଠ)[ସମ୍ପାଦନା]
- ୧. ଚାରିଭାଗରୁ ଏକ ଭାଗ —୧. One fourth; ୧/୪.
ଚଉଠେ ନ ରଖିଲା ସେ ସ୍ନେହରୁ କବିସୂର୍ଯ୍ୟ. କବିତା
- ୨. ପୂଜକ ଆପଣା ପାରିଶ୍ରମିକ ସ୍ୱରୂପ ନେବା ପୂଜାଦ୍ରବ୍ୟର ଏକ ଚତୁର୍ଥାଂଶ —୨. The fourth of the offering taken by the priest who officiates at the function.
- ୩. ଜମିଦାରଙ୍କର ପ୍ରଜାଠାରୁ ପ୍ରାପ୍ୟ ଜମିରୁ ଉତ୍ପନ୍ନଦ୍ରବ୍ୟର ଏକଚତୁର୍ଥାଂଶ —୩. The quarter of the produce of a holding payable as rent to the landlord.