ଚଉପାଢ଼ୀ

ଉଇକିଅଭିଧାନ‌ରୁ

ଚଉପାଢ଼ୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପାଠୀ; ଯେଉଁଠାରେ ୪ ବେଦ ଆଧ୍ୟାପନା କରାଯାଉଥିଲା)[ସମ୍ପାଦନା]

୧. ଗ୍ରାମ୍ୟବିଦ୍ୟାଳୟ; ପାଠଶାଳା — ୧. A village-school.
୨. ସଂସ୍କୃତ ପାଠାଶାଳା; ଟୋଲ —୨. Tol; a school for teaching Sanskrit free of charge.
୩. ଉପରେ ଛାତ ବା ଛପର ଥିବା କିନ୍ତୁ ଚାରିଆଡ଼େ ଖୋଲା ଥିବା ବୈଠକ ଘର —୩. A roofed hall open on all sides and used as a sitting room.
୪. ଚତୁର୍ଦ୍ୱାରଯୁକ୍ତ ମଣ୍ଡପ —୪. A pavillion or square hall with ୪ doors.