ଚକମକି
ଦେଖଣା
ଚକମକି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ତୁକ୍କୀ. ଚକ୍ମକ=ହଠାତ୍ ଆଲୁଆ ମାରିବା, ଯଥା— ବିଦ୍ୟୁତ୍)
[ସମ୍ପାଦନା]- ୧. ନିଆଁ ଝାଡ଼ବାର ପଥର (ଖଣ୍ତେ ବାଲିଗରଡ଼ା ଓ ଖଣ୍ଡେ ଲହା) —୧. Flint and steel for striking out fire.
- ୨. ଯେଉଁ ଟାଣୁଆ ପଥରରେ ଅନ୍ୟପଥର ବା ଲୁହା ଆଘାତ କଲେ ନିଆଁ ବାହାରେ —୨. Flint.
- ୩. ଝଟକ; ବିଦ୍ୟୁତ୍ର ଝଟକ —୩. The striking out of lightning; sudden glow of lightning.
ଦେଶଜ - ବିଶେଷଣ -
[ସମ୍ପାଦନା]ଚକମକି ଲଗାଯାଇଥିବା (ବନ୍ଧୁକ) — (gun) Having a flint.