ଛଆଣି
ଛଆଣି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଦ ଧାତୁ; ସଂସ୍କୃତ - ଛାଦନ)[ସମ୍ପାଦନା]
- ୧. ଆଛାଦନ —୧. Covering.
- ୨. ଘରର ଛପରବନ୍ଦି — ୨. Thatching of a house.
- ୩. କୌଣସି ପଦାର୍ଥ ଉପରେ ଅନ୍ୟ ଧାତୁର ପତଳା ସ୍ତରର ଲେପନ —୩. Overlaying of a layer of metal on some article.
- ୪. (ସଂସ୍କୃତ - ଚାଳନ; କ୍ଷାରଣ) ଛାଙ୍କିବା; ଛାଣିବା — ୪. Distilling; sifting.
(ଯଥା—କପଡ଼ାଛାଣିବା)