Jump to content

ଛଇ ଦେବା

ଉଇକିଅଭିଧାନ‌ରୁ

ଛଇ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛଇମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସଂସ୍କୃତ - ସଜ୍ଜିତ) ଗଦା ଗଦା କରି ସୁସଜ୍ଜିତ କରିବା; ଗାଦି ମାରିବା —୧. To arrange in rows or heaps (e.g. straw; bricks).
୨. (ସଂସ୍କୃତ - ଛଦ୍ ଧାତୁ)—ଚାରିଆଡ଼େ ଘୋଡ଼ାଇ ପକାଇବା; ଛାଇବା —୨. To cover the whole surface.