ଛଡ଼ିଦାର୍

ଉଇକିଅଭିଧାନ‌ରୁ

ଛଡ଼ିଦାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଓଡ଼ିଆରବୀ - ଛଡ଼ି+ଫାରାସୀ - ପ୍ରତ୍ୟୟ ଦାର୍; ତୁଳ.ସଂସ୍କୃତ - ଧାରୀ)[ସମ୍ପାଦନା]

୧. ରାଜା ଓ ମହନ୍ତ ଆଦିଙ୍କ ଗହଣରେ ଶୋଭାଯାତ୍ରାଦିରେ ଯିବା ବେତ୍ରବାହକ ସିପାହୀ ବା ପାଇକ, ବେତ୍ରଧାରୀ ପାଇକ, ଆସାବରଦାର — ୧. A peon carrying a thick stick (insignia) with a Rājā or a big person in a processin.

ଛଡ଼ିଦାରେ ଯେ ସୁନା ରୂପା ଛଡ଼ି ବହି ଛଡ଼ା ହୋଇ ଅଛନ୍ତି ଧାଡ଼ି ଧାଡ଼ି ହୋଇ କୃଷ୍ଣସିଂହ. ମହାଭାରତ. ଆଦି

୨. ଦ୍ୱାରାପାଳ; ଦରୁଆନ — ୨. Door keeper; porter.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଯେ ଆଡ଼ମ୍ୱର କରେ; ଆଡ଼ମ୍ୱରପ୍ରିୟ (ଗୋପୀନାଥ ନନ୍ଦ) —୧. Fond of display.
୨. ଯହିଁରେ ଛାଡ଼ିଲାଗି ଥାଏ — ୨. Furnished with metal rods.

(ଯଥା—ଛଡ଼ିଦାର ଝରକା)