ଛତାନି ପୁରୁଷ
ଦେଖଣା
ଛତାନି ପୁରୁଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛତାନି ପୁରୁଷ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସପ୍ତ+ପୁରୁଷ)
[ସମ୍ପାଦନା]କୌଣସି ବ୍ୟକ୍ତିର ବଂଶର ଏକାଧିକ୍ରମେ ୭ ପୁରୁଷ ବା ବଂଶଧର — Seven generations in the family of a person.
(ଯଥା—ସେ ମୋତେ ଛତାନି ପୁରୁଷ ଲଗେଇ ଶୋଧିଲା; ବଙ୍ଗାଳୀ - ସେ ଆମାୟ ସାତ୍ ପୁରୁଷ୍ ତୁଲେ ଗାଲାଗାଲ୍ ଦିଲେ)