ଛତୁ ମାତିବା
ବର୍ଷା ଦିନେ ହୁଙ୍କାରୁ ବା ଭୂମିରୁ ବିଶେଷ ପରିମାଣରେ ଛତୁ ଜାତ ହେବା — Mushrooms springing up copioudly from the ground or ant hills.
ଛି ଲୋ ଛତୁ ! ପାଣି ବରଷିଲେ କେତେ ତୁ ମୃତ୍ୱୁ—ଢଗ