ଛଦି

ଉଇକିଅଭିଧାନ‌ରୁ

ଛଦି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଛଦିଃ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଛଦ୍ ଧାତୁ+କରଣ ଇ)[ସମ୍ପାଦନା]

୧ : ଘରର ଛାତ; ଚାଳ; — The roof of a house; thatch.

ଛଦି ଅତିନାଦି ଅସଂଖ୍ୟ ଦର୍ଶକ ବୃନ୍ଦେ ଶୋଭିତ ରାଧାନାଥ. ଉଷା

୨ : (+ଭାବ. ଇ) ଆଚ୍ଛାଦନ —Covering.