ଜକ୍ଜକ୍

ଉଇକିଅଭିଧାନ‌ରୁ

ଜକ୍ଜକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ଓ ତ୍ରି.ବିଶେଷଣ - (ସଂସ୍କୃତ - ଚକଚକ)[ସମ୍ପାଦନା]

୧. ଚକଚକିଆ; ଉଜ୍ୱଳ —୧. Dazzing;bright;shining brilliant; glittering.

ଚତନ ଜ୍ୟୋତିର ସେ ହେଉଛି ଜକଜକ କୃଷ୍ଣସିଂହ. ମହାଭାରତ. ଆଦି

୨. ଚିକ୍କଣ;ତୈଳାକ୍ତ —୨. Oily; smooth; glossy.