ଜଗଦଳ

ଉଇକିଅଭିଧାନ‌ରୁ

ଜଗଦଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଜଗଦଲ; ଜଗଦଳା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗଦ୍ଦଳନ)[ସମ୍ପାଦନା]

୧. ଅତିଶୟ ଭାରି ପଥର (ଯାହା ନିଜର ଭାରରେ ଜଗତକୁ ଦଳନ କରିପାରେ) — ୧. A heavy stone.

[ ଦ୍ର—ପୂର୍ବେ ଏ ପଥରକୁ ଲୋକଙ୍କ ଛାତିରେ ମଡ଼ାଇ ଲୋକଙ୍କୁ ଦଣ୍ଡ ଦିଆଯାଉଥିଲା ]

୨. ବାହୁର ଅଳଙ୍କାର ବିଶେଷ — ୨. A massive ornament for the arm.