ଜଗଦୀଶ

ଉଇକିଅଭିଧାନ‌ରୁ

ଜଗଦୀଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଗତ୍+ଈଶ; ୬ଷ୍ଠୀ ତତ୍)[ସମ୍ପାଦନା]

୧. ଭଗବାନ; ପରମେଶ୍ୱର —୧. God.
୨. ବିଷ୍ଣ —୨. Bishṇu.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପୁରୀର ଜଗନ୍ନାଥ ଦେବ — ୧. The idol jagannathe of puri.
୨. ଲୋକଙ୍କ ନାମ —୨. A name given to males.