ଜଚା

ଉଇକିଅଭିଧାନ‌ରୁ

ଜଚା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯାଚ୍ ଧାତୁ)[ସମ୍ପାଦନା]

ଯାଚିବା କର୍ମ — The act of offering or promising to give some thing.

ବିଶେଷଣ -[ସମ୍ପାଦନା]

ଯେଉଁ ପଦାର୍ଥ କୌଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ଦେବାକୁ ଯାଚିଥାଏ —(any thingh) Offered or promised to be given by one person to another.