ଜଟାମାଂସୀ

ଉଇକିଅଭିଧାନ‌ରୁ

ଜଟାମାଂସୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଏହି ବୃକ୍ଷ ସଂହତ କେଶ ପରି ଦେଖାଯାଉଥିବାରୁ)[ସମ୍ପାଦନା]

ସୁଗନ୍ଧ ଦ୍ରବ୍ୟବିଶେଷ —The many-spiked Amaranth; spikenard; an arometic root used in scenting oils; Nardstachys jatamansi; valeriana jatamansi.

[ ଦ୍ର—ଏହା ହିମାଳୟର ଶାକଗୁଳ୍ମ ବିଶେଷର ଜଟାକାର ସୁଗନ୍ଧ ମୂଳ; ଏହା ଔଷଧରେ ଲାଗେ; ଆୟୁର୍ବେଦୋକ୍ତ ତୈଳକୁ ଏତଦ୍ଦାରା ସୁଗନ୍ଧିତ କରାଯାଏ— (ଯୋଗେଶ୍ଚନ୍ଦ୍ର) ଏହି ବନସ୍ପତି ହିମାଳୟର ୧୭: ଫୁଟ ପର୍ଯ୍ୟନ୍ତଉଚ୍ଚତାରେ ଜନ୍ମେ, ଏହାର ଡାଳ ଏକ ବା ଦେଢ଼ ହାତ ଲମ୍ୱ କାଠି ପରି ଓ ଏଥିରେ ସାମନାସାମନି ଦେଢ଼ଠାରୁ ଦୁଇଆଙ୍ଗୁଳ ଲମ୍ୱ ଓ ଅଧଠାରୁ ଏକ ଆଙ୍ଗୁଳି ଚଉଡ଼ା ପତ୍ର ଧରେ ଏ ଗଛ ଲାଗି ଜଳବହୁଳ ପଥୁରିଆ ଜମି ଉପଯୁକ୍ତ ବୈଦ୍ୟକ ମତରେ ଜଟାମାଂସୀ ବଳକାରକ ଉତ୍ତେଜକ, ବିଷଘ୍ନ ଏହା ଉନ୍ନାଦ. କାଶ. ଶ୍ୱାସ, ହାରକ ଏହା କେଶବୃଦ୍ଧିକର ଏହି ଚେରରୁ ଏକ ପ୍ରକାର ସୁଗନ୍ଧ ତୈଳ ହୁଏ—ହିନ୍ଦୀ - ଶବ୍ଦସାଗର]