ଝକ୍କି

ଉଇକିଅଭିଧାନ‌ରୁ

ଝକ୍କି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୁକ୍ଷ ଧାତୁ=କ୍ଳେଶନ, ସନ୍ଦୀପନ)[ସମ୍ପାଦନା]

୧. ଝୁଙ୍କି; ଗୁରୁ ଦାୟିତ୍ୱ — ୧. Grave responsibility.
୨. କଷ୍ଟ; ଦୁଃଖ; କ୍ଳେଶ — ୨. Botheration; trouble.


୩. ଝୁଙ୍କ; ଜିଗର; ଜିଦି — ୩. Pertinacity; waywardness.
୪. ଖିୟାଲ —୪. Whim; caprice.

ବିଶେଷଣ -[ସମ୍ପାଦନା]

୧. ଜିଗରବାଜ୍; ଏକଜିଦିଆ — ୧. Wayward; pertinacious.
୫. ଅବ୍ୟବସ୍ଥିତଚିତ୍ତ — ୫. Whimsical; capricious.