ଝଞ୍ଝନି

ଉଇକିଅଭିଧାନ‌ରୁ

ଝଞ୍ଝନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଝଞ୍ଝନି—ଅନ୍ୟରୂପ)

ଦେଶଜ - ଅ. (ଧ୍ୱନ୍ୟନୁକରଣ) (ସଂସ୍କୃତ - ଝଣତ୍କାର)[ସମ୍ପାଦନା]

୧. ଧାତବ ଅସ୍ତ୍ରାଦିର ପରସ୍ପର ସଂଘର୍ଷଣଜନିତ ଶବ୍ଦ, ଝଣତ୍କାର —୧. Clanging metallic sound (e.g. of metallic weapons striking each other; of a sword being suddenly and swiftly taken out from the scabbard.

ଅସ୍ତ୍ରର ଝଞ୍ଜନ ମଧୁସୂଧନ

୨. ବଜ୍ରଧ୍ୱନି —୨. Thundering sound.