ଝଟ୍ ଝଟ୍
ଝଟ୍ ଝଟ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଦୀପ୍ତି; ଝଟକ — ୧. Splendour; glitter.
- ୨. ଉଷା; ଭୋର୍; ଅନ୍ଧାରୁଆ ସକାଳ; ଫସଲ ଫାଟିବା ବେଳ —୨. Early morning; dawn.
ଅନୁବାଦ[ସମ୍ପାଦନା]
ଝଟ୍ ଝଟ୍
|
ଦେଶଜ - ବିଶେଷଣ -[ସମ୍ପାଦନା]
ଉଜ୍ଜ୍ୱଳ; ଦୀପ୍ତିମାନ୍; ଜାଜ୍ୱଲ୍ୟମାନ — Shining; bright; burnished; glittering.
ହେଉଥାଏ ରତ୍ନଜ୍ୟୋତିରେ ଝଟ ଝଟ କୃଷ୍ଣସିଂହ. ମହାଭାରତ. ସଭା
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]
ଅତିଶୀଘ୍ର; ତୁରନ୍ତ; ଝଟପଟ — Quickly; immediately; at once; in no time; in a trice.