ଝଡ଼େଇ ହେବା

ଉଇକିଅଭିଧାନ‌ରୁ

ଝଡ଼େଇ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରି—(ମନ୍ଦ ଅର୍ଥରେ ବ୍ୟବହୃତ)[ସମ୍ପାଦନା]

୧. ଭୃକ୍ତ ଖାଦ୍ୟାଦିରେ ଜୀର୍ଣ୍ଣ ହେବା ଉଦ୍ଦେଶ୍ୟରେ ବ୍ୟାୟାମାଦି କରିବା —୧. To engage in brisk exercise with a view to digest one's food.

[ଦ୍ରଷ୍ଟବ୍ୟ —କୌଣସି ନିଷ୍କର୍ମା ପରାନ୍ନଭୋଗୀ ଲୋକକୁ କୌଣସି ବୃଥା ପରିଶ୍ରମ କରିବାର ଦେଖିଲେ ଲୋକେ ଥଟ୍ଟାରେ କହି ଥାଆନ୍ତି 'ତାର ତ କିଛି କାମ ନାହିଁ,ସଂସ୍କୃତ - ଭାତ ଝଡ଼େଇ ହଉଛି' ]

୨. ମତ୍ତ ହେବା; ମସ୍ତହେବା — ୨. To be excited; to be maddened.