Jump to content

ଝମ୍ପ

ଉଇକିଅଭିଧାନ‌ରୁ

ଝମ୍ପ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଝମ୍=ଅନୁକରଣ ଶବ୍ଦ+ପା ଧାତୁ+ଭାବ. ଅ; ତୁଳ, ଇଂରାଜୀ - ଜମ୍ପ୍)

[ସମ୍ପାଦନା]

ଲମ୍ଫ୍; କୁଦା; ଡ଼ିଆଁ — A jump; a spring; a plunge; a leap.