ଝମ୍ପାଣ
ଦେଖଣା
ଝମ୍ପାଣ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]ଗର୍ଭଣା ସଂକ୍ରାନ୍ତି ଦିନ ଗୁଣିଆଁ ବା ସର୍ପ— ବୈଦ୍ୟମାନେ ବିଷଧର ସାପମାନଙ୍କୁ ଧରି ମନ୍ତ୍ରବଳରେ ସେମାନଙ୍କୁ ବେକରେ ଗୁଡ଼ାଇ ଓ ଖେଳାଇ ନିଜର ମନ୍ତ୍ରଶକ୍ତି ଦେଖାଇବା କ୍ରିୟା —The act of snake- charmers exhibiting their power by <? ?>
catching snakes and making them play on the Garbhaṇā saṅkrānti day.