ଝମ୍ପାଣ

ଉଇକିଅଭିଧାନ‌ରୁ

ଝମ୍ପାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଗର୍ଭଣା ସଂକ୍ରାନ୍ତି ଦିନ ଗୁଣିଆଁ ବା ସର୍ପ— ବୈଦ୍ୟମାନେ ବିଷଧର ସାପମାନଙ୍କୁ ଧରି ମନ୍ତ୍ରବଳରେ ସେମାନଙ୍କୁ ବେକରେ ଗୁଡ଼ାଇ ଓ ଖେଳାଇ ନିଜର ମନ୍ତ୍ରଶକ୍ତି ଦେଖାଇବା କ୍ରିୟା —The act of snake- charmers exhibiting their power by <? ?>

catching snakes and making them play on the Garbhaṇā saṅkrānti day.