ଝରାଇବା
ଝରାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି(ସଂକ୍ଷରଧାତୁ ଣିଜନ୍ତ)[ସମ୍ପାଦନା]
ଝରିବାର ଣିଜନ୍ତ ରୂପ —Causative of Jharibā.
- ୧. କ୍ଷରିତ କରାଇବା — ୧. To distill; to cause to ooze.
- ୨. ବୁହାଇବା; (ଅଶ୍ରୁ) ଗଡ଼ାଇବା — ୨. To let fall; to drop down (tears)
ଝରଝର ନୟନୁ ଅଶ୍ରୁ ଝରାନ୍ତି ନନ୍ଦକିଶୋର. ଶର୍ମିଷ୍ଠା
- ୩. (ଦୃଷ୍ଟି) ନିକ୍ଷେପ କରିବା —୨. To cast (glance)
ଅରାଳ ଭୁରୁତତି ଝରା ସୁଦତିରେ କବିସୂର୍ଯ୍ୟ. ସଙ୍ଗୀତ