ଫଉଜଦାରି ଅଦାଲତ
ଦେଖଣା
ଫଉଜଦାରି ଅଦାଲତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫଉଜଦାରି ଅଦାଲତ
|
(ଫଉଜଦାରି କୋଟ୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]ଅପରାଧମାନ ବିଚାର କରାଯିବା ଅଦାଲତ — Criminal Court.
[ଦ୍ରଷ୍ଟବ୍ୟ —ଯେଉଁ ଅଦାଲତରେ ଅପରାଧପାଇଁ ଅଭିଯୁକ୍ତ ବ୍ୟକ୍ତିର ବିଚାର କରାଯାଏ ତାହାକୁ ଫଉଜଦାରି ଅଦାଲତ, ଯେଉଁ ଅଦାଲତରେ ସ୍ୱତ୍ୱ, କ୍ଷତିପୂରଣ, ଋଣ ଓ ଦେୟ ଟଙ୍କା ଆଦିର ଦାବୀ ବିଷୟ ବିଚାର କରାଯାଏ ତାହା ଦେବାନୀ ଅଦାଲତ ଓ ଯେଉଁ ଅଦାଲତରେ ରାଜସ୍ୱ ଓ ଭୂକର ଆଦି ସମ୍ୱନ୍ଧୀୟ ବିଷୟ ବିଚାର କରାଯାଏ ତାକୁ ମାଲ୍ ଅଦାଲତ ବୋଲାଯାଏ]