ଝଲଝଲ
ଦେଖଣା
ଝଲଝଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଝଲଝଲ—ଅନ୍ୟରୂପ)
ଦେଶଜ - ଅ
[ସମ୍ପାଦନା]- ୧. (ସଂସ୍କୃତ - ଜ୍ୱଳ; ସଂସ୍କୃତ - ଝଲ୍ଲକୀ) ଦୀପଯୁକ୍ତ — ୧. Radiant; dazzling.
ସବୁ ଦିଗମାନଙ୍କେ ଉଡ଼ି ଜୁଳୁଜୁଳା, ଝଲଝଲ ହୋଇ ଦିଶିଲେ ଭେଳା ଭେଳା କୃଷ୍ଣସିଂହ. ମହାଭାରତ. ଆଦି
- ୨. (ସଂସ୍କୃତ - ଜାଳ) ଅତ୍ୟନ୍ତ ପତଳା ହେତୁ ଯାହାର ଏପାଖ ସେପାଖ ଫୁଟି ଦେଖାଯାଉଥାଏ; ଜାଳଜାଳୁଆ (ଲୁଗା) — ୨. Thin and transparent (cloth); net-like.
- ୩. (ସଂସ୍କୃତ - ଚଞ୍ଚଳ) ଦୋହୋଲୁଥିବା —୩. Dangling.