ଝଲଝଲ
ଝଲଝଲ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଝଲଝଲ—ଅନ୍ୟରୂପ)
ଦେଶଜ - ଅ[ସମ୍ପାଦନା]
- ୧. (ସଂସ୍କୃତ - ଜ୍ୱଳ; ସଂସ୍କୃତ - ଝଲ୍ଲକୀ) ଦୀପଯୁକ୍ତ — ୧. Radiant; dazzling.
ସବୁ ଦିଗମାନଙ୍କେ ଉଡ଼ି ଜୁଳୁଜୁଳା, ଝଲଝଲ ହୋଇ ଦିଶିଲେ ଭେଳା ଭେଳା କୃଷ୍ଣସିଂହ. ମହାଭାରତ. ଆଦି
- ୨. (ସଂସ୍କୃତ - ଜାଳ) ଅତ୍ୟନ୍ତ ପତଳା ହେତୁ ଯାହାର ଏପାଖ ସେପାଖ ଫୁଟି ଦେଖାଯାଉଥାଏ; ଜାଳଜାଳୁଆ (ଲୁଗା) — ୨. Thin and transparent (cloth); net-like.
- ୩. (ସଂସ୍କୃତ - ଚଞ୍ଚଳ) ଦୋହୋଲୁଥିବା —୩. Dangling.