ଝଳେଇବା
ଝଳେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଝଳିବାର ଣିଜନ୍ତରୂପ — ୧. Causative of Jhaḻibā
- ୨. ଝାଳିବାର ଣିଜନ୍ତରୂପ — ୨. Causative of Jhāḻibā.
- ୩. ପୂର୍ବ ସ୍ମୃତିକୁ ଜ୍ୱଳନ୍ତଭାବରେ ପ୍ରତିଭାତ କରାଇବା — ୩. To bring something vividly to one's recollection.
ସେ ସବୁ ଫ୍ରାନ୍ସର ଅତୀତ ଗୌରବକୁ ଝଳାଉଛି ଉତ୍କଳ ସାହିତ୍ୟ ୩୨ ୪:
- ୪. ସଂଲଗ୍ନ କରାଇବା; ମିଶାଇବା — ୪. To cause to stick or adhere.
ଝଳାଅ କୁଞ୍ଜରକୁମ୍ଭସ୍ଥଳାକୃତି ଛାତିରେ—କବିସୂର୍ଯ୍ୟ. ସଙ୍ଗୀତ