ଝାଆଁରା

ଉଇକିଅଭିଧାନ‌ରୁ

ଝାଆଁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝାବୁକ)[ସମ୍ପାଦନା]

ନଦୀଗର୍ଭସ୍ଥ ବାଲି ଓ ପଥରସନ୍ଧିରେ ଉଠିବା ଏକପ୍ରକାର କ୍ଷୂପ ବା ବୁଦାଳିଆ ଗୁଳ୍ମ — A kind of bushy plant growing in riverbeds and the crevices of stones.

[ଦ୍ରଷ୍ଟବ୍ୟ —ଏହା ଲମ୍ୱର ୧/?/୨: ହାତ ବଢ଼େ ଓ ଏହାର ଡାଙ୍ଗକୁ ଚିରି ଲୋକେ ଲଇ କରନ୍ତି କଟକ ନିକଟ ନରାଜ ପଥର ବନ୍ଧ ତଳେ ଓ ମହାନଦୀର ପ୍ରସ୍ତରଶଯ୍ୟା ଓ ବିପମମାନଙ୍କ ପଥର ସନ୍ଧିରେ ଏ ଗଛ ଉଠେ]